ଦେଶ

କାଜାଖସ୍ତାନର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ: ୧୩ ମୃତ – Ibnodisha

[ad_1]

କାଜାଖସ୍ତାନ: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ସହରର ଜରୁରୀକାଳୀନ ବିଭାଗ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ ନିଶ୍ଚିତ କରିଛି । ସୂଚନାନୁଯାୟୀ, ଦୁର୍ଘଟଣା ସମୟରେ ହଷ୍ଟେଲରେ ସମୁଦାୟ ୭୨ ଜଣ ଥିଲେ, ଯେଉଁଥିରୁ ୫୯ ଜଣ ବାହାରକୁ ଯିବାରେ ସଫଳ ହୋଇଥିଲେ ମଧ୍ୟ ୧୩ ଜଣ ନିଆଁରେ ଫସିଯାଇଥିଲେ । ଯାହା ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା ।

ଉତ୍କଳ ବିଶ୍ୱବିଦ୍ୟାଳୟ ଫେରିପାଇଲା ‘ଏ+’ ମାନ୍ୟତା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button