IBN ଓଡ଼ିଶା ଏକ୍ସକ୍ଲୁସିଭ୍
-
ପିଜୁଳି ପତ୍ର ଖାଇଲେ ଏହି 14 ଟି ରୋଗ ମୂଳରୁ ଶେଷ ହୋଇଥାଏ । ସକାଳୁ ଖାଲି ପେଟରେ ଏହାର ସେବନ କରିଲେ ଏହି ସବୁ ରୋଗ ଭଲ ହୋଇଥାଏ ।
ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବି ପିଜୁଳି ର ଗୋଟେ ପତ୍ର 15ରୁ ଅଧିକ ରୋଗ ଠିକ କରିଥାଏ । ଯେଉଁଥି ରେ ଦାନ୍ତ, ମାଢି,…
Read More » -
କେମିତି କମିବ ପେଟ ? ଦେଖନ୍ତୁ କଣ କହୁଛନ୍ତି Dr. Mousumi Mishra
ନମସ୍କାର ବନ୍ଧୁଗଣ, ଆଜିର ଏହି ଆଧିନିକ ଯୁଗରେ ଷ୍ଟାଇଲିଶ ଦେଖା ଯିବାର ନିଶା ସମସ୍ତଙ୍କୁ ଘାରିଛି । ତେଣୁ ସମସ୍ତେ ନିଜ ଦେହକୁ ଫିଟ ରଖିବା ପାଇଁ…
Read More » -
ଏହାକୁ କୌଣସି ସାଧାରଣ ପତ୍ର ଭାବନ୍ତୁ ନାହିଁ, କିଡନୀ ଷ୍ଟୋନ ଭଳି ହଜାରେ ରୋଗ ଭଲ ହୋଇଯିବ… ବାସ କରନ୍ତୁ ଏମିତି ସେବନ
ନମସ୍କାର ବନ୍ଧୁଗଣ, ଏବେ ତ ଯୁଆଡେ ଶୁଣିବ ସମସ୍ତଙ୍କୁ କିଛି ନା ରୋଗ ହେଇଥିବା କଥା ଶୁଣିବାକୁ ପାଇବା । ତେବେ ସେହି ସବୁ ରୋଗରୁ ସୁସ୍ତ…
Read More » -
ଭଗବାନ ଶନିଦେବଙ୍କର ଅତି ପ୍ରିୟ ଏହି ଗଛ ଟି ଯେଉଁ ଘରେ ଥାଏ ସେଠାରେ ଗରିବୀ ପ୍ରବେଶ କରିପାରେ ନାହିଁ…
ବନ୍ଧୁଗଣ ଭଗବାନ ଶନିଦେବ ହେଉଛନ୍ତି କ୍ରୂରର ଦେବତା । ତାଙ୍କୁ ନ୍ୟାୟର ଦେବତା ମଧ୍ୟ ବିବେଚନା କରା ଯାଇଥାଏ । ଶନିଦେବ ଙ୍କ କୃପା ହେଲେ ବ୍ୟକ୍ତି…
Read More » -
ପୌରାଣିକ ସାଧାରଣ ଜ୍ଞାନ । Q- ଦଶରଥ ଙ୍କ ଝିଅର ନାମ କଣ ? ଏହା ସହ ଜାଣନ୍ତୁ 20+ GK…
ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ…
Read More » -
ଅନିୟମିତ ଋତୁସରାବ ହେଉଥିଲେ ରାତିରେ ଶୋଇଲା ବେଳେ ଏହାକୁ ପିଅନ୍ତୁ, 1 ଦିନରେ ହେବ ଋତୁସ୍ରାବ
ନମସ୍କାର ବନ୍ଧୁଗଣ, ନାରୀକୁ ସମସ୍ତ ଅସହ୍ୟ ଜନିତ କଷ୍ଟ ଭଗବାନ ଦେଇଛନ୍ତି । ଯେମିତି ପିଲା ଜନ୍ମ କରିବା ହେଉ ବା ଘର ସମ୍ଭାଳିବା ତା ସହ …
Read More » -
ନମସ୍କାର ବନ୍ଧୁଗଣ, ଆଜିକାଲି ଦୁନିଆରେ ସମସ୍ତଙ୍କ ଘରେ କେହି ନା କେହି ରୋଗଗ୍ରସ୍ତ ନିହାତି ଥିବେ । ବହୁତ ମେଡିସନ ଖାଇବା ପରେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସୁନଥିଲେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଥିବା ଏହି ପ୍ରାକୃତିକ ଉପଚାରକୁ ଥରେ ବ୍ୟବାହାର କରି ନିହାତି ଦେଖନ୍ତୁ । ଏହା ଆପଣଙ୍କ ସମସ୍ତ ରୋଗମୁକ୍ତର କାରକ ହେବ । ତେବେ ଆସନ୍ତୁ ଜାଣିବା କେଉଁ ଗଛର ପତ୍ର ଏତେ ଲାଭଦାୟୀ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ । ଅମୃତ ଭଣ୍ଡା ନିହାତି ଭାବେ ସମସ୍ତଙ୍କ ଘର ଆଖ ପାଖରେ ସହଜରେ ମିଳିପାରିବ । ଅମୃତ ଭଣ୍ଡା ଖାଇବା ବହୁତ ସାରା ଫାଇଦା ଯୋଗେଇଥାଏ ଆମ ଶରୀରକୁ । ଅମୃତ ଭଣ୍ଡାର ପତ୍ରରେ ଅନେକ ଔଷଧୀୟ ଗୁଣ ଭରପୁର । ଆପଣଙ୍କ ଦେହରେ ଥିବା ସମସ୍ତ ରୋଗର ବିନାଶକାରୀ ଅମୃତ ଭଣ୍ଡାର ପତ୍ର ହେବ । ଅମୃତ ଭଣ୍ଡା ପତ୍ରରେ ଭିଟାମିନ-A, ଭିଟାମିନ-B, ଭିଟାମିନ-C, ଭିଟାମିନ-E ଭରପୁର ମାତ୍ରାରେ ରହିଥାଏ । Sleeping Positions Can Reveal Super Creepy Things About You Herbeauty Microblading Vs. Microshading Vs. Nano Brows: Find The Best Trend Herbeauty These TV Couples Were Perfect Together But Were Left Adrift Herbeauty Angelina Got So Much Rizz She Made This List Twice! Brainberries କ୍ୟାଲସିୟମ ମାତ୍ରା ମଧ୍ୟ ଅମୃତ ଭଣ୍ଡା ପତ୍ରରେ ରହିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଅମୃତ ଭଣ୍ଡାର ପତ୍ର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଥଣ୍ଡା କାସ ଜନିତ ରୋଗ ସହ ଲଢିବାର କ୍ଷମତା ମଧ୍ୟ ଏହି ପତ୍ର ପାଖରେ ରହିଛି । Sleeping Positions Can Reveal Super Creepy Things About You Herbeauty रजत शर्मा की पत्नी से जुड़ी कुछ ऐसी बातें जो आपको नहीं पता होंगी Brainberries The Surprising Truth About Getting Abs Herbeauty आखिर क्यों ऐश्वर्या कहलाती हैं ब्यूटी और ब्रेन का परफेक्ट कॉम्बो Herbeauty ଅମୃତ ଭଣ୍ଡା ପତ୍ର ବ୍ଲଡ଼ ସେଲ ବଢାଇବାରେ ସାହାର୍ଯ୍ୟ କରେ । ଏହି ପତ୍ରରେ ଆଣ୍ଟି ମ୍ୟାଲେରିଆ ଗୁଣ ରହିଛି । ମ୍ୟାଲାରିଆ ରୋଗା ପାଇଁ ଏହା ବହୁତ ଫାଇଦା ଆଣିଦେଇଥାଏ । ଡେଙ୍ଗୁ ରୋଗ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ଯଦି ଆପଣଙ୍କ ମୁହଁରେ ବ୍ରଣ ପାଇଁ ଦାଗ ହେଉଅଛି ତେବେ ଆପଣ ଏହି ପତ୍ରର ଜୁଷ ବନାଇ ନିଶ୍ଚୟ ପିଅନ୍ତୁ । ଆପଣଙ୍କ ମୁହଁରେ ବ୍ରଣ ମଧ୍ୟ ହେବ ନାହିଁ । ଆପଣ ପ୍ରତ୍ୟକ ଦିନ ଅମୃତ ଭଣ୍ଡା ପତ୍ରର ଜୁସକୁ ସେବନ କରନ୍ତୁ । ଏହା ଫଳରେ ଆପଣଙ୍କୁ ଭୋକ ଲାଗୁନଥିବା ସମସ୍ୟାରୁ ମୁକ୍ତି ମିଳିବ । ଆପଣଙ୍କୁ ଠିକ ସମୟରେ ଭୋକ ଲାଗିବା ଆରମ୍ଭ ହୋଇଯିବ । ଏହା ଫଳରେ ଆପଣଙ୍କ ଶରୀର ସମ୍ପୂର୍ଣ ଭାବରେ ସୁସ୍ଥ ରହିବ । ଯଦି ଆପଣଙ୍କର ଏହି ସମସ୍ତ ରୋଗ ଜନିତ ସମସ୍ୟା ରହିଛି ତେବେ ଆପଣ ପ୍ରତିଦିନ ଅମୃତ ଭଣ୍ଡା ପତ୍ରର ଜୁସ ସେବନ କରନ୍ତୁ । ଆପଣ ନିୟମିତ ଭାବରେ ଏହାର ସେବନ କରିବାଦ୍ୱାରା ଆପଣଙ୍କ ଶରୀର ସମସ୍ତ ରୋଗରୁ ମୁକ୍ତ ହୋଇଥାଏ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।
ନମସ୍କାର ବନ୍ଧୁଗଣ, ଅନେକ ଲୋକ ଦାନ୍ତ ଜନିତ କଷ୍ଟ ପାଉଛନ୍ତି କାହାର ଦାନ୍ତ ପୋକ କାଟିଛି ତ କାହାର ମାଢିରୁ ରକ୍ତ ବାହାରୁଛି । ଏଥିପାଇଁ ଯଦି…
Read More » -
ଆପଣଙ୍କ ଉଚ୍ଚତା କମ ଅଛି କି ? ଏହାକୁ ନେଇ ଆପଣ ଚିନ୍ତିତ ରହୁଛନ୍ତି କି ? ତେବେ ଏହି ଖବର ନିଶ୍ଚୟ ଦେଖନ୍ତୁ… ମାତ୍ର 15 ଦିନରେ ଏମିତି ବଢାନ୍ତୁ ନିଜ Height
ପ୍ରତେକ ବ୍ୟକ୍ତିର ବାପା ମାଙ୍କ ଠାରୁ ଥିବା ଜିନ ଓ ଡିଏନଏର ପ୍ରଭାବ ଯୋଗୁ ସେମାନଙ୍କର ଉଚ୍ଚତା ସମାନ ହୋଇଥାଏ । ଯଦି ଆପଣଙ୍କର ମାତା ପିତାଙ୍କର…
Read More » -
Bollywoodର ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମା ମାନେ ଦେଖିବା ପାଇଁ ସେମାନଙ୍କଠୁ ବି ଅଧିକ ସୁନ୍ଦରୀ, ଦେଖନ୍ତୁ Photo
ବଲିଉଡ ରେ ଏଭଳି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜ ମା ଙ୍କ ଠାରୁ ସୁନ୍ଦର ନୁହେଁ । ଦେଖିବା ପାଇଁ ଗଲେ ଆମେ…
Read More » -
ଫୋଟୋ ଦେଖି ଝିଅଟିର ନାମ କୁହନ୍ତୁ, କେବଳ ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବେ
ନମସ୍କାର ବନ୍ଧୁଗଣ, ଆମକୁ ବେଳେ ମଜାଦାର ଖେଳ ଖେଳିବା ପାଇଁ ଭଲ ଲାଗିଥାଏ । ସେଥି ମଧ୍ୟରୁ ଗୋଟିଏ ଥାଏ ନା ଦମସରାଜ । ସେହିଭଳି ହିଁ…
Read More »