IBN ଓଡ଼ିଶା ବ୍ୟୁରୋ
    7 hours ago

    ମନ୍ଦିରରେ କାହିଁକି ମହିଳା ମାନେ ଫଟାନ୍ତି ନାହିଁ ନଡ଼ିଆ? ଏହି କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

    ହିନ୍ଦୁ ଧର୍ମରେ ନଡ଼ିଆ ର ମହତ୍ୱ ଅନ୍ୟ ଫଳ ଗୁଡିକ ଅପେକ୍ଷା ବିଶେଷ ଅଟେ । ଏମିତି କୌଣସି ପୂଜା…
    IBN ଓଡ଼ିଶା ବ୍ୟୁରୋ
    7 hours ago

    ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ ( କୋଟିପତି )

    ଜଣେ ବିବାହିତ ସ୍ତ୍ରୀର ସବୁବେଳେ ଇଚ୍ଛା ତାର ସ୍ବାମୀର ଉନ୍ନତି ହଉ । ନାରୀମାନେ ହି ସ୍ଵାମୀଙ୍କୁ କୋଟିପତି କରାଇ…
    IBN ଓଡ଼ିଶା ଏକ୍ସକ୍ଲୁସିଭ୍
    7 hours ago

    ପ୍ୟାକେଟରେ ମିଳୁଥିବା ଏହି ଜିନିଷ ବହୁତ ମହଙ୍ଗା ଅଟେ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

    ଅନେକ ଉପକରଣ, ଡ୍ରେସ, ବ୍ୟାଗ, କିମ୍ବା ଜୋତା ରେ ମିଳୁଥିବା ଏହି ଛୋଟ ଧଳା ପ୍ୟାକେଟ କେତେ ମୂଲ୍ୟବାନ ଆପଣ…
    ମନୋରଞ୍ଜନ
    7 hours ago

    ନିଜଠାରୁ ୨୭ ବର୍ଷ ସାନ ଝିଅର ପ୍ରେମରେ ପଡ଼ିଲା ଦାଉଦ ଇବ୍ରାହିମ୍, ଇମ୍ରାନ ଖାନଙ୍କ ପ୍ରେମିକାକୁ ଛଡ଼େଇ ଆଣିଲା ଦାଉଦ

    କିଛିଦିନ ତଳେ ଦାଉଦ ଇବ୍ରାହିମ୍ ପାକିସ୍ତାନ ର କରାଚି ରେ ଥିବା କଥା କୁ ସ୍ୱୀକାର କରିଥିଲା ଏହା ପରେ…
    IBN ଓଡ଼ିଶା ବ୍ୟୁରୋ
    7 hours ago

    ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ନିଜ ଘରେ ଝାଡୁ ଲଗାଇଥାଏ ତାଙ୍କ ଘର ଧନ ଦୌଲତରେ ଭରି ଯାଇଥାଏ

    ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହା ଯାଏ । ଯଦି ଆପଣ ଏଠି କୁହାଯାଇଥିବା ସମୟରେ…
    IBN ଓଡ଼ିଶା ଏକ୍ସକ୍ଲୁସିଭ୍
    7 hours ago

    ଆଜି ଏଠାରେ ଆପଣମାନଙ୍କୁ କହିବାକୁ ଯାଉଛି କି କଣ ପାଇଁ ପର୍ଶୁରାମ କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ । ଛୋଟବେଳୁ ହିଁ କର୍ଣ୍ଣଙ୍କୁ ଧନ୍ୟୁର୍ବିଦ୍ୟାରେ କିଛି ଅଧିକ ରୁଚି ରହିଥିଲା । ଏବଂ ସେ ଏଥି ପାଇଁ ଥରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ମନା କରିଦେଲେ, ସେ କର୍ଣ୍ଣଙ୍କୁ କହିଥିଲେ କି ମୁଁ ଏକ ରାଜଗୁରୁ ଏବଂ ମୁଁ ରାଜକୁମାର ମାନଙ୍କୁ ହିଁ କେବଳ ଶିକ୍ଷା ପ୍ରଦାନ କରିଥାଏ । କର୍ଣ୍ଣ ପୁଣି ଥରେ ଅନୁରୋଧ କରିବା ପରେ ଗୁରୁ କହିଲେ ଏକ ସୁପୁତ୍ର କାହାର ର ସାଙ୍ଗ ହେବାକୁ ପଡିବ ଅସ୍ତଶସ୍ତ୍ର ଚଳେଇବା ପାଇଁ ନୁହେଁ । କର୍ଣ୍ଣଙ୍କୁ ଏପରି କଥା ଶୁଣି ରାଗ ଆସିଲା ଏବଂ ସେ ପ୍ରତିଜ୍ଞା କଲେ କି ବ୍ରହ୍ମାଣ୍ଡର ସର୍ବଶ୍ରେଷ୍ଠ ଗୁରୁଙ୍କ ଠାରୁ ସେ ଶିକ୍ଷା ପ୍ରାପ୍ତି କରିବେ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟଙ୍କ ଠାରୁ ମଧ୍ୟ ଭଲ ଧନୁର୍ଦ୍ଧାରି ହେବେ । ତାପରେ କାର୍ଣ୍ଣଙ୍କ ପର୍ଶୁରାମଙ୍କ ପାଖକୁ ଧନୁର୍ବିଦ୍ୟା ଶିଖିବାକୁ ଯାଇଥିଲେ । ସେ ତାଙ୍କର ପରିଚୟରେ ଏକ ବ୍ରାହ୍ମଣ ବୋଲି କହିଥିଲେ କାହିଁକିନା ପର୍ଶୁରାମ କେବଳ ବ୍ରାହ୍ମଣଙ୍କୁ ହିଁ ତାଙ୍କର ଶିଷ୍ୟରୂପେ ଗ୍ରହଣ କରୁଥିଲେ । ପର୍ଶୁରାମ କର୍ଣ୍ଣଙ୍କୁ ତାଙ୍କ ଶିଷ୍ୟ କରିଦେଲେ ଏବଂ ତାଙ୍କର ସବୁ ବିଦ୍ୟା କର୍ଣ୍ଣଙ୍କୁ ଶିଖାଇଲେ । ଗୋଟେ ଦିନ ପର୍ଶୁରାମ ଏବଂ କର୍ଣ୍ଣ ବଣକୁ ଯାଉଥିଲେ ଏବଂ ଥକ୍କା ଲାଗିବ କାରଣରୁ ବିଶ୍ରାମ ନେବା ପାଇଁ ପର୍ଶୁରାମ ରାସ୍ତା ରେ ହିଁ ଅଟକିଲେ,ଶୋଇଥିବା ସମୟରେ ଯେମିତି ପର୍ଶୁରାମ କିଛି ଅସୁବିଧା ନହୁଏ ଏଥିପାଇଁ କର୍ଣ୍ଣ ତାଙ୍କ ମୁଣ୍ଡ ନିଜ କୋଳରେ ରଖିବା ପାଈଁ କହିଲେ । ବିଶ୍ରାମ କରୁଥିବା ମଝିରେ ଏକ କୀଟ କର୍ଣ୍ଣଙ୍କ ଜଂଘ କୁ କାମୁଡ଼ିଦେଲା ହେଲେ କର୍ଣ୍ଣ ପର୍ଶୁରାମଙ୍କ ନିଦ ଭାଙ୍ଗିବାକୁ ଚାହୁଁନଥିଲେ, ଏଥିପାଇଁ ସେ ସେହିଠାରେ ବସି କଷ୍ଟ ସହିଲେ । କୀଟଟି କର୍ଣ୍ଣଙ୍କୁ କାମୁଡି ବହୁତ ବଡ଼ ଘା କରିଦେଇଥିଲା ଯେଉଁଥିପାଇଁ ରକ୍ତ ବାହାରିବାକୁ ଲାଗିଲା । ଧୀରେ ଧୀରେ ରକ୍ତ ର ଧାର ପର୍ଶୁରାମଙ୍କ ଦେହରେ ଯାଇଲାଗିଲା ଏବଂ ତାଙ୍କ ନିଦ ଭାଙ୍ଗିଗଲା । ପର୍ଶୁରାମ ଦେଖିଲେ ତାଙ୍କ ଆଖପାଖରେ ବହୁତ ରକ୍ତ ପଡିଥିଲା, ଏହା ଦେଖି ସେ କର୍ଣ୍ଣଙ୍କୁ ପଚାରିଲେ ଏ କାହାର ରକ୍ତ,କର୍ଣ୍ଣ ସବୁକଥା ପର୍ଶୁରାମଙ୍କୁ କହିଲେ । ଏହାଶୁଣି ପର୍ଶୁରାମ କହିଲେ ତମେ ବ୍ରାହ୍ମଣ ହୋଇପାରିବ ନାହିଁ । କୀଟର ଘା କରିବା ପରେ ବି ତମେ ନ ହଲିକି ସେମିତି ଗୋଟେ ଜାଗାରେ ବସି ରହିଥିଲ ଏମିତି ତ କେବଳ ଗୋଟିଏ କ୍ଷତ୍ରିୟ ହିଁ କରିପାରେ । ମତେ କୁହ ତମେ କିଏ ? ତାପରେ କର୍ଣ୍ଣ କହିଲେ କି ସେ ଏକ ସୁପୁତ୍ର ଅଟନ୍ତି । ସେତେବେଳକୁ ପର୍ଶୁରାମଙ୍କୁ ଜଣାପଡିସାରିଥିଲା କି କାର୍ଣ୍ଣ ଏକ କ୍ଷତ୍ରିୟ ବୋଲି । କର୍ଣ୍ଣଙ୍କର ଏପରି ମିଛ କଥା ପାଇଁ ପର୍ଶୁରାମ ବହୁତ ରାଗିଗଲେ ଏବଂ କହିଲେ କି ତମେ ଛଳନା କରି ବିଦ୍ୟା ପ୍ରାପ୍ତି କରିଛ ଏବଂ ତମର ମୃତ୍ୟୁ ବି ଛଳନା ରେ ହିଁ ହବ । ମୁଁ ଶିଖାଇଥିବା ବିଦ୍ୟା ଯେତେବେଳେ ତମର ସବୁଠାରୁ ଅଧିକା ଆବଶ୍ୟକ ପଡିବ ସେତେବେକେ ତମେ ସବୁ ବିଦ୍ୟା ଭୁଲିଯିବ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । 

    ମହାପୁରୁଷଙ୍କ ଦ୍ଵାରା ରଚିତ ୬୦୦ ବର୍ଷ ତଳର କାଳଯଇ ଲେଖା କିମ୍ବା ଆଗତ ଭବିଷ୍ୟତ ବର୍ତ୍ତମାନ ସମୟରେ ସତ୍ୟତା ରୂପରେ…
    IBN ଓଡ଼ିଶା ବ୍ୟୁରୋ
    7 hours ago

    କର୍ଣ୍ଣଙ୍କର ମୃତ୍ୟୁର କାରଣ କଣ ଥିଲା? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

    ଆଜି ଏଠାରେ ଆପଣମାନଙ୍କୁ କହିବାକୁ ଯାଉଛି କି କଣ ପାଇଁ ପର୍ଶୁରାମ କର୍ଣ୍ଣଙ୍କୁ ଅଭିଶାପ ଦେଇଥିଲେ । ଛୋଟବେଳୁ ହିଁ…
    IBN ଓଡ଼ିଶା ବ୍ୟୁରୋ
    7 hours ago

    ଏମିତି କେଉଁ ଜୀବ ଅଛି ଯିଏକି ଗୋଟେ ଦିନରେ ମାତ୍ର ୧୬ ମିନିଟ ଆରାମ କରିଥାଏ, ଏହା ସହିତ ଆହୁରି 25ଟି ପ୍ରଶ୍ନ ଆପଣଙ୍କର ଉତ୍ତର ଆମର

    ହୋଇପାରେ କୌଣସି ଇଣ୍ଟରଭ୍ୟୁ ରେ ଆପଣଙ୍କୁ ପଚରା ଯାଏ କିଛି ଏମିତି ପ୍ରଶ୍ନ ଯାହା ଶୁଣି ଘୂରାଇବ ମୁଣ୍ଡ ।…
    ରାଜ୍ୟ
    7 hours ago

    ୩୦ ବର୍ଷ ପୂର୍ବରୁ ହାଇଥାନ୍ତି ଧନୀ ଏହି ୫ ଟି ରାଶିର ବ୍ୟକ୍ତି

    ଆଜି ଆମେ ଜାଣିବା ପଞ୍ଚୋଗୋଟି ରାଶିର ବ୍ୟକ୍ତିମାନଙ୍କ ବିଷୟରେ ଯେଉଁମାନେ ତିରିଶ ବର୍ଷ ବୟସ ପୂର୍ବରୁ ଧନୀ ହୋଇଯାନ୍ତି ।…
    IBN ଓଡ଼ିଶା ବ୍ୟୁରୋ
    7 hours ago

    ଜାଣନ୍ତୁ କେଉଁ ପାପ କାରଣରୁ ସର୍ବପ୍ରଥମେ ହୋଇଥିଲା ଦ୍ରୌପଦୀଙ୍କ ମୃତ୍ୟୁ

    ମହାଭାରତରେ ୧୮ ପର୍ବ ରୁ ଗୋଟେ ହେଉଛି ମହପ୍ରସ୍ତାନି ର ପର୍ବ । ଏଥିରେ ପାଣ୍ଡବ ଙ୍କ ମହାନ୍ ଯାତ୍ରା…
    Back to top button