ରାଜ୍ୟ
-
ଦାନା ବାନ୍ଧୁଛି ‘ଦାନା’: ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ବର: ଉତ୍ତର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ…
Read More » -
ବିଦ୍ୟୁତ ତାର ଆଘାତରେ ୫ ଛେଳି ମୃତ
ଭଂଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଓ କନ୍ଧମାଳ ସୀମାନ୍ତ ଇଲାକାରେ ରବିବାର ଅପରାହ୍ଣରେ ପ୍ରବଳ ବର୍ଷା ସହ ମେଘ ପବନ ହୋଇଥିଲା। ବର୍ଷା ପବନ ଫଳରେ ଅନେକ…
Read More » -
‘ଗୁରୁପ୍ରସାଦ ଓଡ଼ିଆ କବିଜଗତର ଅସାଧାରଣ ପ୍ରତିଭା’
ଭୁବନେଶ୍ୱର: ଅସହାୟତାକୁ ଆନନ୍ଦରେ ରୂପାନ୍ତର କରି ଦେଇଥିବା କବି ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି। ତାଙ୍କ କବିତା ପଢ଼ିଲେ ଶବ୍ଦ, ଅନୁଭବ ଓ ଉଚ୍ଚାରଣ ସହିତ ସେ ମିତ…
Read More » -
ବଲାଙ୍ଗୀର ଚାଷୀଙ୍କୁ ଫସଲ କ୍ଷତି ଚିନ୍ତା: ଝଡ଼ବର୍ଷା ହେଲେ ଧାନ ଝଡ଼ିବ, କମ୍ ହେଲେ ମରିବ
ବଲାଙ୍ଗୀର: ଅସ୍ବାଭାବିକ ପାଣିପାଗ ଏବେ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଅଡ଼ୁଆ ସ୍ଥିତି ଭିତରକୁ ଠେଲି ଦେଇଛି। ସ୍ଥିତି ଏଭଳି ଯେ ଖରିଫ୍ ଚାଷ ନଷ୍ଟ ହେବା ଉପରେ।…
Read More » -
‘ସମ୍ବାଦ’ ଗ୍ରାଉଣ୍ଡ ଜିରୋ ରିପୋର୍ଟ: ସମୁଦ୍ର ଆଁରେ ଚାଉଳତି ଗାଁ
ଜଳେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଉଛି। ଏହା ବାଲେଶ୍ୱର ଉପକୂଳରେ ସ୍ଥଳଭାଗକୁ ଛୁଇଁପାରେ ବୋଲି କୁହାଯାଉଛି। ଫଳରେ ସମୁଦ୍ର…
Read More » -
ଇଏସ୍ଆଇ ମଡେଲ ହସ୍ପିଟାଲ: ଡାକ୍ତରଙ୍କୁ ଚାହିଁଚାହିଁ ଫେରୁଛନ୍ତି ରୋଗୀ
ରାଉରକେଲା: ବାସନ୍ତୀକଲୋନିର ଭୂବନାନନ୍ଦ ପ୍ରଧାନ। ଅସ୍ତ୍ରୋପଚାର ପାଇଁ ପରିବାରଲୋକ ତାଙ୍କୁ ଇଏସ୍ଆଇ ମଡେଲ ହସ୍ପିଟାଲ ଭର୍ତ୍ତିକଲେ। ପ୍ରାୟ ୨ ଘଣ୍ଟା ପୂର୍ବରୁ ତାଙ୍କୁ ଅସ୍ତ୍ରୋପଚାର ପୋଷାକ ପିନ୍ଧାଇ…
Read More » -
ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ
ଖଣ୍ଡପଡ଼ା: ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏଏସଆଇ ଏସ୍କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସଆଇ ଏସ୍କେ…
Read More » -
ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ସୁନ୍ଦରଗଡ଼: ସଦର ଥାନା କନକଜୁରା ନିକଟ ପାହାଡ଼ ତଳେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଦେହରେ କ୍ଷତ ଥିବାରୁ ହତ୍ୟା ସନ୍ଦେହ। ମୃତକଙ୍କ ପରିଚୟ ମିଳି ପାରିନାହିଁ।…
Read More » -
୨୪ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆକଳନ
ଭୁବନେଶ୍ବର: ବାତ୍ୟା ‘ଦାନା’କୁନେଇସୂଚନାଦେଇଛିଭାରତୀୟପାଣିପାଗବିଭାଗ।ଏହା ପୁରୀ-ସାଗରଦୀପମଝିରେଲ୍ୟାଣ୍ଡଫଲକରିବ।୨୪ତାରିଖରାତିକିମ୍ବା୨୫ତାରିଖଭୋରସମୟରେବାତ୍ୟାସ୍ଥଳଭାଗଛୁଇଁବାନେଇ ସୂଚନା ଦିଆଯାଇଛି।ଅତିଭୀଷଣବାତ୍ୟାରୂପନେଇସ୍ଥଳଭାଗଛୁଇଁବବାତ୍ୟା।ଏହିସମୟରେପବନରବେଗ୧୦୦ରୁ୧୧୦କିଲୋମିଟରରହିପାରେ ବୋଲି କୁହାଯାଇଛି।ଅତିବେଶିରେ ୧୨୦ କିଲୋମିଟର ଛୁଇାପାରେ ପବନର ଗତି । ବାତ୍ୟା ‘ଦାନା’ରପ୍ରଭାବରେ୨୪ତାରିଖରେରାଜ୍ୟରେଅତିପ୍ରବଳବର୍ଷାନେଇ୭ଜିଲ୍ଲାକୁରହିଛିରେଡ୍ୱାର୍ଣ୍ଣିଂ।ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର,…
Read More » -
ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ର ପୁରସ୍କାର ସମାରୋହ: ୧୦୦ କଳାକାର ସମ୍ମାନିତ
ଭୁବନେଶ୍ୱର: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍ର ୧୦ମ ସିନେ ଆୱାର୍ଡ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା ୧୦୦ଜଣ…
Read More »