ରାଜ୍ୟ
-
ଦେଶର ୭୭ ପ୍ରତିଶତ ଗ୍ରାମାଞ୍ଚଳରେ ପାଇପ୍ ପାଣିର ସୁବିଧା ଅଛି; ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ
ନୂଆଦିଲ୍ଲୀ, ୮ା୮: ଦେଶର ଗ୍ରାମାଞ୍ଚଳରେ ୭୭ ପ୍ରତିଶତ ପରିବାରକୁ ଜଳ ଜୀବନ ମିଶନ ଅଭିଯାନରେ ପାଇପ୍ ଯୋଗେ ପାନୀୟ ଜଳ ଉପଳବ୍ଧ କରାଯାଇଛି । ଲୋକସଭାରେ ଆଜି…
Read More » -
ଅଗଷ୍ଟ ୧୫ରେ ଇତିହାସ ରଚିବ ଇସ୍ରୋ
: ସ୍ବାଧୀନତା ଦିବସରେ ଭାରତ ଆଉ ଏକ ଇତିହାସ ରଚିବାକୁ ଯାଉଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଖୁବ୍ଶୀଘ୍ର ଏହାର ସର୍ବଶେଷ ଆର୍ଥ ଅବ୍ଜରଭେସନ ସାଟେଲାଇଟ୍…
Read More » -
ମେଡିକାଲ ଭିତରେ ସାପ ଆତଙ୍କ, କାମୁଡିଲା ରୋଗୀଙ୍କ ସମ୍ପର୍କୀୟଙ୍କୁ
ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ସାପ ଆତଙ୍କ । ମେଡିକାଲ ଭିତରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସାପ କାମୁଡିବା ପରେ ସମସ୍ତେ ଭୟଭୀତ। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର…
Read More » -
ଛେପ ଲଗାଇ କରୁଥିଲେ ମସାଜ; ବନ୍ଧା ହେଲେ ସେଲୁନ ମାଲିକ, ବୁଲିଲା ବୁଲଡୋଜର
ଗ୍ରାହକ ଈଶ୍ୱର ସମାନ। ମାତ୍ର ଜଣେ ଯୁବକ ନିଜ ସେଲୁନ୍ରେ ଛେପ ପକାଇ ଗ୍ରାହକଙ୍କ ମସାଜ କରୁଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ଉକ୍ତ ସେଲୁନ ମାଲିକ…
Read More » -
ରାତିସାରା ତଳେ ବସିଛି ବର୍ଷକର ଛୁଆ, ଉପରେ ଝୁଲୁଛି ମା’
ନିଛାଟିଆ ଜାଗାରେ ଛୁଆକୁ ତଳେ ବସେଇ ଦେଇ ମା’ ନିଜକୁ ଶେଷ କରିବାକୁ ଯାଉଥିବା ବେଳେ ଥରେ ବି ଅଟକାଇନି ମମତା। ନିଷ୍ପାପ ବର୍ଷକର କଅଁଳ ଶିଶୁ,…
Read More » -
ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ
ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ଯୁ୍କ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୨୮ହଜାର ଛାତ୍ରଛାତ୍ରୀ ନାମଲେଖାଇଥିବା ସାମ୍ସ ପୋର୍ଟାଲର ତଥ୍ୟରୁ ଜଣାପଡ଼ିଛି।…
Read More » -
ଗୋଟିଏ ପରେ ଗୋଟିଏ ଉଚ୍ଚତ୍ତମ ପର୍ବତ ଚଢ଼ି ଚାଲିଛନ୍ତି ପ୍ରଭାସିନୀ, କିନ୍ତୁ ଅର୍ଥ ସାଜୁଛି ବାଧକ
ଢେଙ୍କାନାଳ: ଆଜିର ନାରୀ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ।…
Read More » -
ରିଲ୍ସ ପାଇଁ ଜୀବନ ସହ ବାଜି, ଜଳର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ
୨ ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଫସି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି । ନିଜ ଜୀବନ ରକ୍ଷା କରିବା ପାଇଁ ଝରଣା କଡରେ ଲାଗିଥିବା…
Read More » -
ଅସରାଏ ବର୍ଷାରେ ବେହାଲ ଲଛିପାଲି ମୁଖ୍ୟ ରାସ୍ତା ରାସ୍ତା ନିର୍ମାଣ ପାଇଁ ଦାବି ସତ୍ବେ ପ୍ରଶାସନ ନୀରବଦ୍ରଷ୍ଟା
ଝାରସୁଗୁଡା ୮/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମପଞ୍ଚାୟତ ଅନ୍ତ୍ରର୍ଗତ ଲଛିପାଲି ଆଦର୍ଶ ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଅସରାଏ ବର୍ଷାରେ ବେହାଲ…
Read More » -
କମିବ ଆଳୁ ଦର: ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍, ଉତ୍ତରପ୍ରଦେଶ ଟ୍ରକ୍କୁ ଅପେକ୍ଷା
ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ…
Read More »